ବର୍ଷ ବର୍ଷ ଧରି କଷ୍ଟରେ ଥିଲେ ରାମ । ଆଜି ସେ କଷ୍ଟ ଦୂର ହୋଇଛି । ଭବ୍ୟ ମନ୍ଦିରର ମୂଳଦୂଆ ପଡିଛି । ଅଯୋଧ୍ୟା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ବର୍ଷ ବର୍ଷର ପ୍ରତୀକ୍ଷାରେ ବିରାମ ଲଗାଇ ରାମଙ୍କ ମନ୍ଦିର ନିର୍ମାଣର ରାସ୍ତା ପ୍ରସସ୍ତ ପାଇଁ ରାମନଗରୀରେ ପହଞ୍ଚି ମନ୍ଦିରର ଭୂମିପୂଜା କରିଛନ୍ତି ପ୍ରଧାନମନ୍ତ୍ରୀ ...
#TheArgus #Ayodhya #RamMandir #PM #BhumiPuja