ଆଜି ରାଜ୍ୟ ଏବଂ ଦେଶ ପାଇଁ ଦୁଃଖଦ ସମୟ, ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ କଣ୍ଠଶିଳ୍ପୀ ଦାମୋଦର ହୋତା ଏବଂ ସ୍ଵରର ସରସ୍ଵତୀ ଲତା ମଙ୍ଗେଶକରଙ୍କ ପରଲୋକ ହୋଇଛି :ସଙ୍ଗୀତ ନିର୍ଦ୍ଦେଶକ ମନମଥ ମିଶ୍ର
#LataMangeshkar #DamodarHota #passaway #Singer #Oriyamusicdirector #ManmathMishra #ArgusNews