#ବଡମୁଣ୍ଡ_ଖସାଇବା_ପାଇଁ_ବଡ_ଷଡଯନ୍ତ୍ର
#ବଡ_ନେତାଙ୍କ_ସୁରକ୍ଷାରେ_ପୋଲିସ
ଆଠଗଡ ଗୁରୁଡିଝାଟିଆ ସେବା ସମବାୟ ସମିତିରେ ଲୁଟିନେଲେ ଚାଷୀଙ୍କ ଟଙ୍କା । କୋଟିକୋଟି ଟଙ୍କା ହେଲା ହରିଲୁଟ୍ । ରାସ୍ତାରେ ଶୁଭିଲା ପ୍ରତିବାଦ । ଆଉ ବିବାଦକୁ ଆସିଲେ ଖୋଦ୍ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ହେଲେ ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ମନ୍ତ୍ରୀ ଓ ମନ୍ତ୍ରୀଙ୍କ ଭାଇଙ୍କୁ କିଏ ଦେଉଛି ସୁରକ୍ଷା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
#Athagarh #Odisha #SamabayaScam #ArgusNews