ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ପାଖରେ ସାମର୍ଥ୍ୟ ନାହିଁ । ଆମେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗ୍ରାମର ଅସହାୟ ବୀରକିଶୋରଙ୍କ କଥା l ଦୀର୍ଘ ୫ ବର୍ଷ ହେଲାଣି ସେ କର୍କଟ ରୋଗରେ ପୀଡିତ ।
#help #Odisha #ArgusNews #Cancer #Kendrapara