#ଜଙ୍ଗଲ_ଆମର_ମାଆ
#ଧନୁ_ତୀର_ଧରି_କରୁଛନ୍ତି_ଜଙ୍ଗଲର_ସୁରକ୍ଷା
ବଣ ପାହାଡ ଘେରା ମାଲକାନଗିରି ଜିଲ୍ଲାରେ ଆଦିମ ଜନଜାତି କହିଲେ ବଣ୍ଡା, କୋୟା, ବିବାଇ ଲୋକଙ୍କୁ ବୁଝାଇଥାଏ । କେଉଁ ଆଦିମ କାଳରୁ ଏହି ସମ୍ପ୍ରଦାୟର ଲୋକେ ଜଙ୍ଗଲରେ ବସବାସ କରିବା ସହ ଜଙ୍ଗଲକୁ ନିଜର ମାଆ ବୋଲି ଭାବି ପୂଜା କରିଥାନ୍ତି। ଜୀବନ ଜୀବିକା ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ମାତ୍ର ଏବେ ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି।
#JangalSurakha #Malkangiri #Odisha #ArgusNews