#ନିର୍ବଚନ_ଆଚରଣ_ବିଧି_ଉଲଙ୍ଗନ_ଅଭିଯୋଗ
ନିର୍ବାଚନ ସମୟରେ କୌଣସି ସରକାରୀ ଘର ବା ସରକାରୀ କାର୍ଯ୍ୟାଳୟକୁ, ନିର୍ବାଚନ ପ୍ରଚାର ବୈଠକ କରିବା ଉପରେ ନିର୍ବାଚନ କମିଶନ ଲଗାଇଥିବା କଟକଣା କୁ ମାନୁନାହାନ୍ତି ସରପଞ୍ଚ ପ୍ରାଥୀ । ପଂଚାୟତ ଘରେ ନିର୍ବାଚନୀ ବୈଠକ ଭୋଜି ଭାତ ପୋଷ୍ଟର ବ୍ୟାନେର ରଖିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ ମାନେ ।
#Odisha #ArgusNews #Cuttack #Mahanga #panchayat #PanchayatElection #violation