#୫୦୦_ଟଙ୍କା_ଭତ୍ତା_ପାଇଁ_୨୦୦_ଟଙ୍କା_ଖର୍ଚ୍ଚ_କରୁଛୁ !
ନେତା ଆସନ୍ତି ପ୍ରତିଶ୍ରୁତି ଦେଇ ଫେରି ଯାଆନ୍ତି । ୫୦୦ ଟଙ୍କା ଭତ୍ତା ପଇସା ଆଣିବା ପାଇଁ ୨୦୦ ଟଙ୍କା ଖର୍ଚ୍ଚ କରୁଛୁ । ପୁର୍ବତନ ସରପଞ୍ଚ କହୁଛନ୍ତି ଆମେ ତମକୁ ଚିହିଁନୁ । ନାହିଁ ନାହିଁରେ କଟୁଛି ଆମର ଜୀବନ ।
#balangir #Tusharbahal #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews