ପଞ୍ଚଭୂତରେ ବିଲୀନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂ । ସୋମବାର ରାଜକୀୟ ସମ୍ମାନ ସହ ବୁଲନ୍ଦଶହର ଜିଲ୍ଲାର ନରୌରା ଘାଟରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଆଜି ଅନ୍ତିମ ସଂସ୍କାର ବେଳେ କଲ୍ୟାଣ ସିଂହଙ୍କ ପୁଅ ରାଜବୀର ତାଙ୍କୁ ମୁଖାଗ୍ନି ଦେଇଥିଲେ ।
#KalyanSingh #UttarPradesh #FormerCM #Odisha #ArgusNews