#ଟାର୍ଗେଟନେ_ବ୍ଲକ୍_ଅଧ୍ୟକ୍ଷ_ପଦବୀ
#ଚାଲିଛେ_ପରିବାରବାଦ୍_ରାଜନୀତି
ଭୋଟରଙ୍କେ ବିକାଶର ସପନ ଦେଖେଇ କରି ନିର୍ବାଚନ ପ୍ରଚାର କରୁଛନ୍ ନେତା । ସ୍ବାମୀ ଗୁଟେ ପଞ୍ଚାୟତନେ ସମିତି ସଭ୍ୟନେ ଉଠିଛେ ତ ସ୍ତ୍ରୀ ଆର୍ ଗୁଟେ ପଞ୍ଚାୟତନେ ଲଢୁଛେ । ଟାର୍ଗେଟନେ ରହିଛେ ବ୍ଲକ୍ ଅଧ୍ୟକ୍ଷ ପଦବୀ ।
#Kalahandi #junagarh #familypolitics #PanchayatElection #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews