#ଓଡ଼ିଆ_ପୁଅ_ଅନ୍ନଦା_ପ୍ରସାଦ_ପଟ୍ଟନାୟକଙ୍କୁ_ଛୁଟୁଛି_ପ୍ରଶଂସାର_ସୁଅ ।
#ବରିଷ୍ଠ_ସଙ୍ଗୀତଜ୍ଞ_ଲକି_ଅଲ୍ଲିଙ୍କ_ସହ_ଯୁଗଲ_ବନ୍ଦୀ_କଲେ_ଓଡ଼ିଆ_ପୁଅ ।
ଦୁବାଇ ୨୦ ୨୦ ଏକ୍ସପୋରେ ବରିଷ୍ଠ ସଙ୍ଗୀତଜ୍ଞ ଲକି ଅଲ୍ଲିଙ୍କ ସହ ଯୁଗଳ ବନ୍ଦୀ କରି ଚର୍ଚ୍ଚାରେ ବଂଶୀ ବାଦକ ଅନ୍ନଦା ପ୍ରସାଦ ପଟ୍ଟନାୟକ। କେବଳ ରାଜ୍ୟ ନୁହେଁ ଦେଶ ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପାଇଁ ଗର୍ବ ଅନୁଭବ କରୁଛି। ଅନ୍ନଦା ପ୍ରସାଦ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରରେ ମଧ୍ୟ ବଂଶୀ ବାଦକ କରି ସୁନାମ ସାଉଁଟିଛନ୍ତି।
#dubai #flute #Odisha #ArgusNews #luckyali #luckyalisongs