କଟକର ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ କଟକ - ଭୁବନେଶ୍ବର ମିଡିଆ କପ କ୍ରିକେଟ୍। କଟକ ବୈଦୁତିକ ଗଣମାଧ୍ୟମ ଓ ଭୁବନେଶ୍ବର ବୈଦୁତିକ ଗଣମାଧ୍ୟମ ମଧ୍ୟରେ ଏହି ଏକ ଦିବସୀୟ ବନ୍ଧୂତପୂର୍ଣ୍ଣ ମ୍ୟାଚ୍ ଖେଳା ଯାଇଛି। ଏଥିରେ ଭୁବନେଶ୍ବର ମିଡିଆ ଟିମ୍ ଚାମ୍ପିଅନ ହୋଇ ବାଜି ମାରି ନେଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଲା କଟକ ମିଡିଆ ଟିମ୍।
#Cuttack #BarabatiStadium #mediateam #cricket #played #Odisha #ArgusNews