ଶାଶୁ ଶଶୁରଙ୍କ ଅଧୁରା ସ୍ୱପ୍ନ ପୁରଣ କରିବାକୁ ରାଜନୀତି ମୈଦାନକୁ ଓଲ୍ହାଇଛନ୍ତି ବୋହୂ । ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତରେ ୫ଥର ସରପଞ୍ଚ ଥିବା ଏବଂ ସେହି ପଞ୍ଚାୟତର ପ୍ରଥମ ମହିଳା ସମିତିସଭ୍ୟଙ୍କ ବୋହୁ କବିତା ପାଣିଗ୍ରାହୀ ଏବେ ସମିତିସଭ୍ୟ ଭାବେ ନିର୍ବାଚନ ଲଢ଼ୁଛନ୍ତି
#Brahmapur #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews