#ରାଜ୍ୟର_ପ୍ରଗତି_ପାଇଁ_କେନ୍ଦ୍ର_ସରକାରଙ୍କ_ଦୀର୍ଘମିଆଦି_ଯୋଜନା
#ବିକାଶରେ_ବାଧକ_ସାଜିଛି_ରାଜ୍ୟ_ସରକାରଙ୍କ_ଅହଙ୍କାର
ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅବସରେ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ବିକାଶର ରୋଡମ୍ୟାପ ଥିବା କହିଛନ୍ତି । ସେହିପରି ରାଜ୍ଯ ଖର୍ଚ୍ଚ କଲେ ଆହୁରି ଅର୍ଥ ଦେବ କେନ୍ଦ୍ର । ବଡ଼ କଥା ହେଉଛି ରାଜ୍ୟରେ ହିତରେ ଇଗୋ ଭୁଲି ରାଜ୍ୟ ସରକାରଙ୍କୁ ଆଗେଇ ଆସିବାକୁ କହିଛନ୍ତି ରେଳମନ୍ତ୍ରୀ ।
#ArgusNews #railway #RailwayBudget #AshwiniVaishnaw #politics #odisha