#ଶୋଭନୀୟ_ଶିକ୍ଷାଶ୍ରମର_ଅଶୋଭନୀୟ_ଘଟଣା
କେନ୍ଦ୍ରାପଡ଼ା ଗରାପୁର ଠାରେ ଥିବା ଶୋଭନୀୟ ମହିଳା ଆବାସିକ ଶିକ୍ଷାଶ୍ରମରେ ଜଣେ ଶିକ୍ଷୟତ୍ରୀ ମାନସିକ ନିର୍ଯାତନା ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଶିକ୍ଷୟତ୍ରୀଙ୍କ ମୁହଁରୁ ଶୁଣନ୍ତୁ କାହିଁକି ସେ ନେଇଥିଲେ ଏପରି ନିଷ୍ପତ୍ତି ।
#Kendrapada #education #School #torture #teacher #problems #ArgusNews #Odisha