#ଦୁର୍ଘଟଣା_ନା_ପ୍ରିପ୍ଲାନଡ_ମର୍ଡର !
#କାବୁଆ_ମୃତ୍ୟୁର_ବର୍ଷେ_ପରେ_ବି_ସସପେନସରୁ_ହଟିନି_ପରଦା
ମାହାଙ୍ଗା ମର୍ଡର ଅଭିଯୁକ୍ତଙ୍କ ଟ୍ରିପଲ୍ ମର୍ଡର ସଂପୃକ୍ତି । ସନ୍ଦେହ ଘେରରେ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସହଯୋଗୀ । ସେପଟେ କାବୁଆ ମୃତ୍ୟୁର ବର୍ଷେ ପରେ ବି ସସପେନସରୁ ହଟିପାରୁନି ପରଦା । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମନ୍ତ୍ରୀ ହୋଇନାହାଁନ୍ତି ତଦନ୍ତ ପରିସରଭୁକ୍ତ । ୟାହାକୁ ନେଇ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠିଛି ।
#Mahanga #doublemurdercase #PratapJena #odishapolice #Odisha #ArgusNews