ସ୍ବାଧୀନତା ଦିବସ ପୂର୍ବରୁ ସବୁଠି ଫରଫର ତ୍ରିରଙ୍ଗା
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ଆବାଳ ବୃଦ୍ଧ ବନିତା । ଉପାନ୍ତରୁ ଉପକୂଳ, ମୟୂରଭଞ୍ଜରୁ ମାଲ୍ୟବନ୍ତ ସମସ୍ତେ ତ୍ରିରଙ୍ଗା ଯାତ୍ରାରେ ସାମିଲ । ଘର ଉପରେ ତ୍ରିରଙ୍ଗା ଲଗାଇଲେଣି ରାଜ୍ୟବାସୀ ।
#HarGharTiranga #AzadiKaAmritMahotsav #75thindependenceday #IndiaILove #IndiaAt75 #ArgusNews