ବାଇକ୍ ସହ ଜୀଅନ୍ତା ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିର ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗାଡ଼ିଟି କଟକ RTO ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଇଛି ।
#Bike #Cuttack #Murder #Odisha #accident #Bhubaneswar #FireAccident #ArgusNews