ଶ୍ରୀମନ୍ଦିରରୁ ଖଡି ପ୍ରସାଦ ବିଜେ ସମୟରେ ପ୍ରଶାସନ ପକ୍ଷରୁ ପାଣି ପକାଇବା ବ୍ୟବସ୍ଥା ନଥିବା ହେତୁ ପ୍ରଚଣ୍ଡ ଖରା ରେ ମହାପ୍ରସାଦ ଧରି ଦୌଡିଲେ ସେବାୟତ l ପ୍ରଶାସନର ଅବହେଳା ଯୋଗୁ କଷ୍ଟ ପାଇଥିବା ସେବାୟତ ମାନେ ଅସନ୍ତୋଷ ପ୍ରକଶ କରିଛନ୍ତି l
#Puri #SreeMandir #JagannathTemple #neglect #Rituals #ArgusNews