#ଟ୍ରିଟମେଣ୍ଟ_ପାଇଁ_ସହାୟତା_ଲୋଡା
ନୟାଗଡ ହରିପୁର ଗାଁର ପ୍ରହ୍ଲାଦଙ୍କ ପରିବାର ଉପରେ ଦୁଃଖର ପାହାଡ । ସବୁ ଅର୍ଥ ଖର୍ଚ୍ଚ ହୋଇ ଯାଇଛି । ପିଲାଙ୍କୁ ହରାଇ ଏବେ ସ୍ଵାମୀଙ୍କ କଷ୍ଟରେ, କ'ଣ କରବେ ସେ ଏବେ ?
#cancerpatiant #treatmenttime #nayagad #Haripur #moneycrices #prahald #Odisha #ArgusNews