#ଫେଲ୍_ମାରିଛି_ବସୁଧା_ଯୋଜନା
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ଓ ମାଡିବନ୍ଧା ଗାଁରେ ରୁହନ୍ତି 300 ଲୋକ । ରାତି ପାହିଲେ ନିତି ଏଠି ପାଣି ପାଇଁ ଚିନ୍ତା । କାମରେ ଆସୁନି କୋଟି କୋଟି ଟଙ୍କାର ପାଣି ଟାଙ୍କି । 2019ରୁ 2021 ହେଲା । ହେଲେ ଲୋକଙ୍କୁ ମିଳିଲାନି ପାଣି
#Drinkingwater #Kalahandi #BasudhaYojana #Failed #Lanjigarh #ArgusNews #Odisha