ମାଟିରେ ମିଶିବାକୁ ଯାଉଛି ବିଜୁବାବୁଙ୍କ ସ୍ବପ୍ନ । ବିଜୁବାବୁଙ୍କ ପ୍ରିୟ ମଣୀଷ ମାନଙ୍କୁ ନବୀନଙ୍କ ଅଣଦେଖା । ବିଜୁ ବାବୁଙ୍କ ସ୍ବପ୍ନ ଆଜି ଖୋଲା ଆକାଶ ତଳେ । ନବୀନଙ୍କ ସରକାର ଆଜି ବିଫଳ । ପ୍ରଶାସନବି ଚୁପ ବସିଛି । ଆଜି ବେସାହାରା ବିଜୁ କଲୋନୀ । ଅପହଞ୍ଚ ଆବାସ ଯୋଜନା ପକ୍କା ଘର ଏଠି ବଡ଼ ସ୍ବପ୍ନ ।
Biju patnaik #kaloni #ArgusNews #Odisha