ବାଇକ୍ ସହ ଜୀଅନ୍ତା ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିର ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସହିଦ ନଗର ଥାନା ଅଧିନ ମହାରାଜା ସିନେମା ହଲର ବୀପରିତ ପାର୍ଶ୍ଵ ରାଜପଥରେ ଏହି ଘଟଣା ଘଟିଛି ।
#Bike #Fireaccident #Bhubaneswar #MaharajaCinemaHall #NHA #Odisha #ArgusNews