ମୁକ୍ତା ଯୋଜନାରେ ଦୁର୍ନୀତିର ଗନ୍ଧ !
ନିର୍ମାଣକୁ ୫ ମାସ ପୁରିନି ଧୋଇଗଲା ବର୍ଷା ଜଳ ଅମଳ ପ୍ରକଳ୍ପ । ଫଳକ ଲାଗିଥିବା ବେଳେ ମାଟିରେ ଭୁଶୁଡିଛି ଭିତ୍ତିଭୂମି । ଯୋଜନାରେ କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ
#ArgusNews #Bhubaneswar #BMC #MuktaYojana #Corruption #Odisha