ଅର୍ପଣ ରଥରେ ନିବୀନଙ୍କ ଫୋଟୋ ଲଗାଯିବାକୁ ନେଇ ଥମିବାକୁ ନ ନେଉନି ବିବାଦ | ଜଗନ୍ନାଥଙ୍କୁ ନେଇ ବିଜେଡି ରାଜନୀତି କରୁଛି ଏହାର ଜବାବ ଓଡିଶାବାସୀ ଦେବେ ବୋଲି କହିଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ |