ଏମ୍ସ ହସ୍ପିଟାଲ ରୁ ସେଲ୍ଟର ହୋମ ପର୍ଯ୍ୟନ୍ତ କ୍ୟାନ୍ସର ରୋଗୀ ଙ୍କ ପାଇଁ ବସ ସେବାର ଶୁଭାରମ୍ଭ ହୋଇଯାଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କର୍କଟ ଚିକିତ୍ସା, ଶିକ୍ଷା ଏବଂ ଗ୍ରାମୀଣ ସଶକ୍ତିକରଣ କ୍ଷେତ୍ରରେ ସେବା ଯୋଗାଇଥିବା ଶ୍ରଦ୍ଧା ଫାଉଣ୍ଡେସନ୍ ଏହି ସେବା ଆରମ୍ଭ କରିଛି।
#cancer #cancerpatient #cancerbus #service #medicalservice #CharitabletrustTrust #bhubaneswar #ArgusNews #odisha