#ପଦମପୁର_ପ୍ରଚାର_ମଇଦାନରେ_ମୁଖ୍ୟମନ୍ତ୍ରୀ_ନବୀନ_ପଟ୍ଟନାୟକ
ପଦମପୁର ପ୍ରଚାର ମୈଦନାରେ ବିଜେଡି ସୁପ୍ରିମୋ। ତିନିଟି ସ୍ଥାନରେ ସାଧାରଣ ସଭା ସହ ମାଗିଲେ ଭୋଟ୍। କେନ୍ଦ୍ରକୁ ଟାର୍ଗେଟ୍ ଦାଦନ ପ୍ରସଙ୍ଗରେ ମୌନ। ନବୀନଙ୍କୁ ଘେରିଲେ ବିରୋଧୀ। ଚାଷୀ ବି ଝାଡ଼ିଲେ ଅସନ୍ତୋଷ…..।
#ArgusNews #PadampurByPoll #CMOOdisha #ElectionCampaign #Dadan #Odisha