କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବାଟବଣା ରାଜ୍ୟ ସରକାରଙ୍କ ଆବାସ ଯୋଜନା । ଜଣେ ଗରିବ ଲୋକକୁ ଆବାସ ଯୋଜନା ପାଇଁ ମଗାଯାଉଛି ଟଙ୍କା । ବାରମ୍ବାର ସରପଞ୍ଚ ବିଡିଓଙ୍କ ପାଖକୁ ଗଲା ପରେ ବି କେହି ଶୁଣିନଥିବା କହିଛନ୍ତି ମହିଳା ।
#Cuttack #Mahanga #ViralVideo #AwasScam #Corruption #allegations #ArgusNews