#ଦିନିକିଆ_ଢ଼େଙ୍କାନାଳ_ଗସ୍ତରେ_କେନ୍ଦ୍ର_ମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ ।
ମହିମା ଗାଦିକୁ ଯାଇ ସେଠାରେ ସାଧୁ ସନ୍ଥ ମାନଙ୍କ ସହ ଆଲୋଚନା କରିଛନ୍ତି । ଢେଙ୍କାନାଳରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା
#ArgusNews #Dhenkanal #DharmendraPradhan #Jorandha #MahimaGadi #Odisha