ଦେଶ ପାଳୁଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି । ୭୬ ତମ ସ୍ୱାଧୀନତା ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀରୁ ପଲ୍ଲୀ । ପୁଣି ଆଜାଦୀ କା ଅମୃତ ମହୋତ୍ସବ ପାଇଁ ପ୍ରତିଟି ଘରେ ଉଡୁଛି ତ୍ରିରଙ୍ଗା । ଘରେ ଘରେ ତ୍ରିରଙ୍ଗା ପହଂଚାଇବା ଭଳି କାମରେ ନିୟୋଜିତ ହୋଇଛନ୍ତି ମହିଳା ଶକ୍ତି । ଗଂଜାମ ଜିଲ୍ଲାରେ ଏଥିପାଇଁ ନିୟୋଜିତ ସ୍ୱୟଂ ସହାୟକ ଦଳ ଗୁଡିକ ୨ ଲକ୍ଷ ୫୦ ହଜାର ଜାତୀୟ ପତାକା ସିଲେଇ କରି କରିଛନ୍ତି ଅତିରିକ୍ତ ଆୟ
#HarGharTriranga #SHGGroup #GoodNews #Ganjam #WomenEmpowerment #ArgusNews