ଏବେ ଗାଁ ଠାରୁ ସହର ସବୁଠାରେ ଗ୍ରୁପ୍ ଲୋନ ଦେବାପାଇଁ ମାଳ ମାଳ ଗ୍ରୁପ ଅଫିସ ଖଲିଲାଣି ଆଉ ଏହି ଅଫିସରେ କାମ କରିବା ପାଇଁ କର୍ମଚାରୀମାନେ ଗାଁ ଗାଁ ବୁଲୁଛନ୍ତି l ହେଲେ ଗ୍ରୁପ୍ ଦେବା ଆଳରେ ଆଧାର କାର୍ଡ ପାସ୍ ବୁକ୍ ଭଳି ଅତି ଆବଶ୍ୟକୀୟ କାଗଜପତ୍ର ନେଇ ସାତଜଣ ମହିଳାଙ୍କ ଠାରୁ ପାଖାପାଖି ୨ ଲକ୍ଷ୍ୟ ୩୫ ହଜାର ଆତ୍ମସାତ କରିନେଇଛନ୍ତି ଶାଖା ପରିଚାଳକ l ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଅଞ୍ଚଳରୁ ଦେଖିବା ଏହି ରିପୋର୍ଟ
#ArgusNews #grouploan #Moneyloot #Scam #Odisha