ମୁଖ୍ୟମନ୍ତ୍ରୀ ଆଜି ଫସଲ ବୀମା କଥା ମାନେ ପକାଉଛନ୍ତି । କେନ୍ଦୁ ପତ୍ର ତୋଳାଳିଙ୍କ କଥା ବି ଆଜି ମାନେ ପଡୁଛି । ଆଉ ଦୁଇ ଦିନ ପରେ ପଦ୍ମପୁରରେ ଉପନିର୍ବାଚନ ଅଛି । ଆଜି ମୁଖ୍ୟମନ୍ତ୍ରୀଙ୍କର ମାନେ ପଡ଼ିଲା କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି
#ArgusNews #padampur #padampurbypoll #padampurbyelection #Odisha #MohanMajhi