#ଦୁଇବର୍ଷ_ପରେ_ନବଯୌବନ
#ଜଗା_ଦର୍ଶନ_ପାଇଁ_ପ୍ରବଳ_ଗହଳି
ଦୀର୍ଘ ୨ ବର୍ଷ ପରେ ପବିତ୍ର ନବଯୌବନ ଦର୍ଶନରେ ଭକ୍ତ ଓ ଭଗବାନଙ୍କର ମିଳନ ହୋଇଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ହୋଇଥିଲା। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିଲା ଆନନ୍ଦ ଓ ଉତ୍ସାହ।
#Puri #nabajaubanadarshan #devotee #Darshan #JayJagannath #mockdrill #Odisha #ArgusNews