#ପିଲାଚୋରିକୁ_ନେଇ_ଚର୍ଚ୍ଚାରେ_ନୟାଗଡ଼
ଜିଲ୍ଲାରୁ ଚୋରି ହୋଇଥିବା ନବଜାତ ଭୁବନେଶ୍ବରରୁ ଉଦ୍ଧାର । ଶିଶୁ ମିଳିବା ପରେ ବି ହୋଇନି ଦୋଷୀଙ୍କ ଗିରଫଦାରୀ । ପରୀ ମାମଲା ପରେ ଜାଣିଶୁଣି ପ୍ରମାଣ ନଷ୍ଟ କରିବାକୁ ସମୟ ଦିଆଯାଉଥିବା ଅଭିଯୋଗ । ରାଜ୍ୟରେ ପିଲାଚୋର ରାକେଟ୍ ପଛରେ ରହିଛନ୍ତି କି ପ୍ରଭାବଶାଳୀ ?
#ChildKidnap #nayagad #bhubaneswar #birthchild #raket #odisha #ArgusNews