ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ହାଇକୋର୍ଟରେ ନୂଆ ପିଟିସନ୍ ଦାୟର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ପରୀର ବାପା ମାଙ୍କୁ ଏଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେପଟେ ଏଇ ଘଟଣାରେ ନାମୀ ଦାମୀ ଓକିଲ ଲଗାଇ କେସ ଲଢିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀର ବାପା ମା
#Nayagarah #PareeIssue #Highcourt #Supremecourt #OdishaGovt #ArgusNews #Odisha