ପାରା ଆଥଲେଟ ମାନଙ୍କୁ କ୍ରୀଡା ବିଭାଗର ଅବହେଳା । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଆଗାମୀ ଅଗଷ୍ଟ ୨୯ ଓ ୩୦ ତାରିଖ କ୍ରୀଡା ଦିବସକୁ କ୍ରୀଡା ବିଭାଗ ଅଫିସ ସାମ୍ନାରେ କଳା ଦିବସ ପାଳିବେ ବୋଲି ଚେତାଵନୀ ଦେଲେ ପାରା ଆଥଲେଟ ସଙ୍ଘ ।
#para #athletics #blackdays #ArgusNews #Odisha