ପାର୍କ ନାଁରେ ୧୦ ଲକ୍ଷ ଟଙ୍କା ଚଳୁ !
ମନ୍ଦିର ପାଚେରି ଓ ଗେଟ୍ ଦେଖାଇ ଯୋଜନା ଟଙ୍କା ହରିଲୁଟ୍ !
ବାଟମାରଣା ହେଉଛି ମନରେଗା ଯୋଜନାର ଅର୍ଥ । ମିଥ୍ୟା ବିଲ୍ କରି ଟଙ୍କା ଲୁଟୁଛନ୍ତି ରାଜନେତା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରୁ । ଦେଖିବା ଏହି ରିପୋର୍ଟ
#ArgusNews #Puri #Corruption #Mgnrega #Scam #OdishaGovt #Odisha