DRDO ଚାକିରୀରୁ ଅବସର ପରେ ହେଲେ ସରପଞ୍ଚ ପ୍ରାର୍ଥୀ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ର ଦୁଯ୍ୟୋଧନ ଜେନା। ରାଜନୀତି ସହ ସଂପୃକ୍ତି ନଥିଲେ ମଧ୍ୟ ଲୋକଙ୍କ ସେବାପାଇଁ ଓହ୍ଲାଉଛନ୍ତି ରାଜନୀତିର ମଇଦାନକୁ।
#PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Bhadrak #Dhamnagar #Odisha #ArgusNews