ହୀରାକୁଦରୁ ୩୪ଟି ଗେଟ୍ ଖୋଲାଯିବା ପରେ ଧିରେ ଧିରେ ଫୁଲୁଛି ମହାନଦୀ । ଫଳରେ ମହାନଦୀରେ ଛୋଟିଆ ବନ୍ୟା ଆସିବା ଆଶଙ୍କା ଦେଖାଦେଇଛି । ମହାନଦୀର ଜଳସ୍ତର ବଢ଼ିବା ପରେ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଆଉ ମହାନଦୀର ଅବବାହିକାରେ ଥିବା ୧୦ରୁ ଅଧିକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି ।
#HirakudDam #bloomingRiver #heavyrainfall #Odisha #ArgusNews