ଗଞ୍ଜାମରେ ଯାଂଚ କରୁନି ମାପ ଓ ଓଜନ ବିଭାଗ । ଠକେଇର ଶିକାର ହେଉଛନ୍ତି ଖାଉଟି। ଭଡାରେ ଚାଲୁଛି କାର୍ଯ୍ୟାଳୟ। ରାଜସ୍ୱ ଲକ୍ଷ୍ୟ ପୂରଣ ହେଉନି। ଜିଲ୍ଲାର ଛତ୍ରପୁର, ଭଂଜନଗର,ଖଲ୍ଲିକୋଟ ଅଞ୍ଚଳରେ ଥିବା କାର୍ଯ୍ୟଳୟ ଏବେ ଭଡ଼ାରେ ଚାଲୁରହିଛି । ନା ବଜାର ରେ ନିୟମିତ ଯାଞ୍ଚ ହେଉଛି ନା ଖିଲାପି ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେଉଛି ।
#Ganjam #MeasuresDepartment #Weights #FraudCase #Odisha #ArgusNews