#ଅନ୍ନତାଦାଙ୍କ_ପେଟରେ_ଲାତ
#ମିଲରଙ୍କ_ମନମର୍ଜିରେ_ହିଁ_ଉଠୁଛି_ଧାନ
ଭଲ କରି ଦେଖନ୍ତୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ଏହି ତଥ୍ୟ ଉପରେ। ବଲାଙ୍ଗିରର ଏହି ରାଇସମିଲର ପ୍ରଦୂଷଣ ଓ ଆରଏମସି ଅବଧି ୨ ବର୍ଷ ହେଲା ସରିଲାଣି । ତଥାପି ୨ ବର୍ଷ ହେଲାଣି ଚାଲିଛି ମିଲ୍।
#Balangir #FarmersProblem #Odisha #ArgusNews