ଆସନ୍ତା ରଥଯାତ୍ରା ପାଇଁ ପୋଲିସ ଡିଜି ପୁରୀରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କରିବେ। ପୂର୍ବାହ୍ନ ୧୧ଟାରେ ରଥଯାତ୍ରାରେ ଭାଗ ନେଉଥିବା ସମସ୍ତ ପୋଲିସ ଅଧିକାରୀ ଏହି ସମୀକ୍ଷା ବୈଠକରେ ଭାଗ ନେବେ।
#Odisha #ArgusNews #Puri #RathaJatra #police #meeting #PoliceDGP