ସୁନ୍ଦର ଭାବେ ସୁସଜ୍ଜିତ କରି ଗଢି ତୋଳିଛନ୍ତି ବିଦ୍ୟାଳୟକୁ
ସ୍କୁଲ ପରିବେଶ ସୁନ୍ଦର ହେଲେ ଏଠାକୁ ଆସୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ କୋମଳ ମନ ଶିକ୍ଷା ପ୍ରତି ଆକୃଷ୍ଟ ହେବ ଓ ଏହାଦ୍ବାରାସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ ହୋଇପାରିବ । ଏଭଳି ସୁନ୍ଦର ଭାବନା ନେଇ ଏକ ମନ ହୋଇ ସଜାଇଛନ୍ତି ଗଞ୍ଜାମ ଜିଲ୍ଲା ଖମାରପଲ୍ଲୀ ଗ୍ରାମବାସୀ ଓ ଶିକ୍ଷକ ।
#schoolopen #Ganjam #khamarpolli #beautifullview #student #schoolenviroment #Odisha #teachers #villager #ArgusNews