ଓବିସି ସଂରକ୍ଷଣକୁ ନେଇ ମତ ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
ପଛୁଆ ବର୍ଗ ହିସାବରେ ଓବିସିଙ୍କୁ 27 ପ୍ରତିଶତ ସଂରକ୍ଷଣ ମିଳିବା ଦରକାର । ଅଧିକାଂଶ ଚାଷୀ ଏହି ଵର୍ଗରେ ଆସୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ.......
#ArgusNews #Odisha #OBC_Reservation #Congress SuraRoutray