ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲମତୁଲ ଗାଁରେ ପାନୀୟ ଜଳ ସମସ୍ୟା । ନଳକୂପରୁ ବିଶୁଦ୍ଧ ପାଣି ବାହାରୁନଥିବେଳେ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଗାଁଠୁ କିଛି ଦୂରରେ ଚୂଆ ଖୋଳି ପାଣି ଆଣୁଛନ୍ତି ଗାଁର ମହିଳା ଓ ଝିଅ ....
#TheArgus #Subarnpur #Drinking_water_Problem