#ଅନେକ_ଦେଶର_ସଂସ୍କୃତି_ଓ_ସଭ୍ୟତାରେ_ଦେଖିବାକୁ_ମିଳେ_ଉତ୍କଳର_ଛାପ
ଉତ୍କଳ ଦିବସରେ ଓଡ଼ିଶାର ବରପୁତ୍ରଙ୍କୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଓଡ଼ିଶାର ଉତ୍କର୍ଷ ଅତୀତକୁ ରାଜ୍ୟବାସୀଙ୍କ ସାମ୍ନାରେ ରଖିଛନ୍ତି । 2036ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ହେବାର 100 ବର୍ଷ ପୂରିବ । ଏହାକୁ ଆଖି ଆଗରେ ରଖି ସଂକଳ୍ପ ନେବାକୁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
#ArgusNews #Utkal_Divas #Union_Minister Dharmendra Pradhan