୮ ମାସ ପରେ ପୁଣି ଲର୍ନର ଲାଇସେନ୍ସ ପାଇଁ ସ୍ଲଟ୍ ବୁକି˚ ଏବ˚ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ୧୨ ତାରିଖଠାରୁ ସ୍ଲଟ୍ ବୁକି˚ ହେବାକୁ ଯାଉଛି। କିନ୍ତୁ କୋଭିଡ୍ଲକ୍ଷଣ ଥିବା ଆବେଦନକାରୀଙ୍କୁ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ପାଇଁ ଅନୁମତି ମିଳବ ନାହିଁ।
#ArgusNews #ArgusOdisha #ArgusOdia #ArgusUpdate #Headlines #LearnersLicense #LearnersLicenseTest