ଫ୍ରଣ୍ଟପୁଟରେ ଖେଳୁଛନ୍ତି ଦାଗୀମନ୍ତ୍ରୀ ଅରୁଣ ଓ ପ୍ରତାପ.....ଦିନେ ଗଣମାଧ୍ୟମ ଭୟରେ ଯେଉଁମାନେ ଭୟ କରି ଗାଁକୁ ଯିବାପାଇଁ ହେଲିକାପ୍ଟର ବ୍ୟବହାର କରୁଥିଲେ ଆଜି ସେମାନେ ଗଣମାଧ୍ୟମ ସାମ୍ନାରେ ବେଶ ଜୋରରେ ଚିତ୍କାର କରୁଥିବାକୁ ନେଇ ଏବେ ପ୍ରଶ୍ନ ଉଡୁଛି.......ଆଉ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ଅରୁଣ ସାହୁ ଓ ପ୍ରତାପ ଜେନା......
#ArgusNews #Odisha #Fraud_Minister #Arun_Sahu #Pratap_Jena