ସାଇକେଲ ଚଳାଇବାକୁ ନା ପେଡାଲ ମାରିବାକୁ ପଡ଼ିବ ନା ଭରିବାକୁ ପଡ଼ିବ ପେଟ୍ରୋଲ l କେବଳ ଘରେ ମାତ୍ର ଘଂଟାଏ କି ଦୁଇଘଣ୍ଟା ଚାର୍ଜ କଲେ ତିନିରୁ ଛଅ କିଲୋମିଟର ଯାଏ ଗଡ଼ିବ ସାଇକେଲ l ନୟାଗଡ଼ ଜିଲ୍ଲା ମହୀତମା ଗାଁର ଜଣେ ଯୁକ୍ତ ଦୁଇ ଛାତ୍ର ବାହାର କରିଛନ୍ତି ଏମିତି ଏକ ବ୍ୟାଟେରୀ ଚାଳିତ ସାଇକେଲ... #ArgusNews #Odisha #Nayagarh #Battary_Cycle