ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ ନିକଟରେ ସଡ଼କ ଦୁର୍ଘଟଣା ପିକପ ଭ୍ୟାନକୁ ପଛପଟୁ ଧକ୍କାଦେଲା ପଥର ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ପିକପ ଭ୍ୟାନ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି ....
#ArgusNews #Khordha #Accident #RoadAccident