କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଞ୍ଚୁଟିକ୍ରି ଗାଁର ନବଘନ ନାୟକ । ଗାଈ ପାଇଁ ନିକଟସ୍ଥ ମନ୍ତେଇ ନଦୀ ପଂଚୁଟିକ୍ରୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବାବେଳେ ଜୁଆରିଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା.....
#ArgusNews #ArgusUpdate #Odisha #Bhadrak #Attack #Crocodile